• Wed. Oct 29th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ବେଆଇନ ଗାଡି ଚାଳନାରେ ୩୬୬ଟି ମାମଲା

Bymamatanews

Oct 20, 2024
Spread the love

ଅନୁଗୋଳ ୨୦/୧୦/୨୦୨୪) : ପରିବହନ ବିଭାଗ ଏନଫୋର୍ସମେଣ୍ଟ ମାଧ୍ୟମରେ ଗଜଲକ୍ଷ୍ମୀ ପୂଜା ସମୟରେ ଦୁଷ୍କର୍ମ/ଅସାମାଜିକ ବ୍ୟକ୍ତିଙ୍କ ଗତିବିଧିକୁ ଯାଞ୍ଚ କରିବା ସହିତ ଟ୍ରାଫିକ୍ ନିୟମ ଉଲଂଘନ କରି ବେପରୁଆ ଢଙ୍ଗରେ ଗାଡିଚାଲାଉଥିବା, ତିନିଜଙ୍କୁ ଦୁଇଚକିଆ ମୋଟର ଯାନରେ ବସାଇ ଏବଂ ମଦ୍ୟପାନ କରି ଗାଡିଚାଲାଉଥିବ ବ୍ୟକ୍ତିଙ୍କ ଉପରେ କଡା ନଜର ରଖି ତାଙ୍କ ଠାରୁ ଜୋରିମାନା ଆଦାୟ କରିଛି ।ଏହି କିଛିଦିନ ମଧ୍ୟରେ ୩୬୬ ମାମଲା ରୁଜୁ କରିଛି ସେଥିମଧ୍ୟରୁ ଦୁଇ ଚକିଆ ଯାନ ରେ ତିନିଜଣ ବସିବା ୧୯୬ଟି, ମଦ୍ୟପାନ କରି ଗାଡି ଚାଳନା ୯୩, ରଙ୍ଗ ସାଇଡ ପାର୍କିଂ ୭୭ଟି ମାମଲା ରୁଜୁ କରି ସେମାନଙ୍କଠାରୁ ୧୩ ଲକ୍ଷ ୭୧ ହଜାର ୫୦୦ ଟଙ୍କା ଜୋରିମାନା ଆଦାୟ କରିଛି ପ୍ରଶାସନ

Leave a Reply

Your email address will not be published. Required fields are marked *