• Fri. Oct 31st, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

National

  • Home
  • ମା ଦୁର୍ଗାଙ୍କ ଦର୍ଶନ ପାଇଁ ମୁଖ୍ୟମନ୍ତ୍ରୀଙ୍କ କଟକ ଗସ୍ତ

ମା ଦୁର୍ଗାଙ୍କ ଦର୍ଶନ ପାଇଁ ମୁଖ୍ୟମନ୍ତ୍ରୀଙ୍କ କଟକ ଗସ୍ତ

ଶାରଦୀୟ ଦୁର୍ଗାପୂଜା ପାଇଁ ଆଜି ସମଗ୍ର କଟକ ସହରଉତ୍ସବ ମୁଖରିତ, ସମସ୍ତ ଶକ୍ତି ପୀଠରେ ଆଜି ମାଆଙ୍କ ରଦଶମୀ ପୂଜା ଚାଲିଥିବା ବେଳେ ସମସ୍ତ ପୂଜା ମଣ୍ଡପରେନବମୀ…

ନାବାଳକ ମୃତ୍ୟୁ କୁ ନେଇ ଥାନାରେ ମାମଲା

ବଅଁରପାଳ (୧୧/୧୦ /୨୦୨୪) : ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ଟେଣ୍ଟଲୋଇ ଗ୍ରାମର ଏକ ନାବାଳକ ମୃତ୍ୟୁ କୁ ନେଇ ଜିଲ୍ଲା ମୁଖ୍ୟଚିକିତ୍ସାଳୟ ପକ୍ଷରୁ ବଅଁରପାଳ…

୧୯ତମ ପୂର୍ବ ଏସିଆ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଅଂଶଗ୍ରହଣ

ପ୍ରଧାନମନ୍ତ୍ରୀ ୧୧ ଅକ୍ଟୋବର ୨୦୨୪ରେ ଲାଓ ପିଡିଆର୍ ର ଭିଏଣ୍ଟିଆନେଠାରେ ୧୯ତମ ପୂର୍ବ ଏସିଆ ଶିଖର ସମ୍ମିଳନୀ (ଇଏଏସ୍ )ରେ ଯୋଗ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ତାଙ୍କ…

ରତନ ଟାଟା ଙ୍କ ବିୟୋଗ ରେ ସାମଲ ଗ୍ରୁପ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ।

ଅନୁଗୋଳ : ଭାରତର ବିଶିଷ୍ଟ ଶିଳ୍ପ ଉଦ୍ୟୋଗୀ ତଥା ସମାଜସେବୀ ରତନ ଟାଟାଙ୍କ ବିୟୋଗରେ ସାମଲ ଗ୍ରୁପର ଚେୟାର ମ୍ୟାନ ଶ୍ରୀ ଗଙ୍ଗାଧର ସାମଲ ଓ ସମସ୍ତ…

ଆଇଆଇଏସ ଶିକ୍ଷାନବୀସଙ୍କ ଓଡ଼ିଶା ଗସ୍ତ; ପିଆଇବି ଭୁବନେଶ୍ବର କାର୍ଯ୍ୟାଳୟ ପରିଦର୍ଶନ

ଭୁବନେଶ୍ଵର : ଭାରତୀୟ ସୂଚନା ସେବା (ଆଇଆଇଏସ) ୨୦୨୨ ଓ ୨୦୨୩ ବ୍ୟାଚର ୯ ଜଣ ଶିକ୍ଷାନବୀସ ପ୍ରଶିକ୍ଷଣ ଭ୍ରମଣ କାର୍ଯ୍ୟକ୍ରମ ଅନ୍ତର୍ଗତ ଦୁଇ ଦିନିଆ ଓଡ଼ିଶା…