ଜଗତସିଂହପୁର ବଡ଼ ବଜାର ସ୍ଥିତ ଶ୍ରୀକ୍ରିଷ୍ଣ ଏକାଡେମୀ ପଡିଆରେ ମହାବୀର କ୍ରିକେଟ କ୍ଳବ ଦ୍ୱାରା ଆୟୋଜିତ ୨୮ତମ ବଡବଜାର ପ୍ରିମିୟମ ଲିଗ କ୍ରିକେଟ ଟୁର୍ନାମେଣ୍ଟ ଉଦଘାଟିତ ହୋଇଯାଇଛି |ମୁଖ୍ୟ ଅତିଥିଭାବେ ଜଗତସିଂହପୁର ପୌର ପରିଷଦ ଅଧକ୍ଷା ଅର୍ଚ୍ଚନା ସିଂ |

ମୁଖ୍ୟବକ୍ତା ଭାବେ ପୂର୍ବତନ ଜ଼ିଲ୍ଲା ପରିଷଦ ଅଧକ୍ଷ୍ୟ ଦେବୀଦତ୍ତ ମହାନ୍ତି ଯୋଗଦେଇ ପ୍ରମୁଖ ଯୋଗଦେଇଥିଲେ | କୁମାର ବ୍ରଦର୍ସ ର୍ଚାଟ୍ରା ଏବଂ ଗାଲୁପଡା ବ୍ରଦର୍ସ ମଧ୍ୟ୍ୟ ରେ ଉଦଘାଟନି ମ୍ୟାଚ ଅନୁଷ୍ଠିତ ହୋଇଥିଲା | ମୁଖ୍ୟ ଅତିଥି ରିବନ କାଟି ଏହି ମ୍ୟାଚ କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ | ଏହି କାର୍ଯ୍ୟକ୍ରମ କୁ ସୋମ୍ୟ ରଞ୍ଜନ ସାହୁ, ଆମର୍ଜିତ ରାୟ, ଡାଇମଣ୍ଡ ଜେନା, ସ୍ମୁତି ରଞ୍ଜନ ସାହୁ, ଶ୍ରୀ ନିବାସ ପାତ୍ର, ଜନ୍ମଜୟ ଜେନା ପ୍ରମୁଖ ପରିଚାଳନା କରିଥିଲେ |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ
