
କଥା ଦେଇ କଥା ରଖିଲେ ବିଶିଷ୍ଟ ସମାଜ ସେବୀ ତଥା ଯୁବ ମୋର୍ଚ୍ଚା ସଭାପତି ବିଷ୍ଣୁ ଭୁତିଆ (ପିଣ୍ଟୁ ଭାଇ) ବଗଚର ଗ୍ରାମର ଚଞ୍ଚଳା ନାଏକଙ୍କ ଆଜିକି ବର୍ଷେ ତଳେ ଏକ ପ୍ରଧାନମନ୍ତ୍ରୀ ଆବାସ ଯଜନା ଆସିଥିଲା । ତେବେ ଆର୍ଥିକ ଅଭାବରୁ ଚଞ୍ଚଳା ଘର ଖଣ୍ଡିକ ଛାତ ପକାଇ ପାରୁନଥିଲ। ଚଞ୍ଚଳା ତାଙ୍କ ଦୁଇ ପୁଅ ଓ ବୋହୂକୁ ନେଇ ଏହି ବର୍ଷା ପାଣିରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇ ଏହି ଚାଳ ଛପର ଘରେ ବହୁତ ଅସୁବିଧାରେ ଚଳୁଥିଲେ । ଚଞ୍ଚଳା ତାଙ୍କ ଦୁଃଖ କଥା ଯାଇ ଯୁବ ନେତା ପିଣ୍ଟୁଙ୍କୁ ଜଣାଇଥିଲା। ଚଞ୍ଚଳା ଦୁଃଖ କଥା ଶୁଣି ପିଣ୍ଟୁ ଆର୍ଥିକ ସାହାଯ୍ୟ କରି ତାଙ୍କ ଘର ର ଛାତଟି କୁ ଆଜି ସମ୍ପୂର୍ଣ କରାଇ ଥିଲେ। ଚଞ୍ଚଳା ମାଉସୀ ପିଣ୍ଟୁ ଭାଇ ଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
