• Sat. Jun 13th, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

୧୦ ଦଫା ଦାବି ନେଇ ମୁଖ୍ୟଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନର୍ସିଂ କର୍ମଚାରୀ ଙ୍କ ଗଣ ଧାରଣା

Bymamatanews

Sep 26, 2024
Spread the love

ଅନୁଗୋଳ ଜିଲ୍ଲା ର ମୁଖ୍ୟ ଚିକିତ୍ସାଳୟ ରେ ଆଜି ୧୦ ଦଫା ଦାବି ନେଇ ନର୍ସିଂ କର୍ମଚାରୀ ମାନେ ଗଣ ଧାରଣା ଦେଇଛନ୍ତି।

ସୂଚନା ଯେ, ଆଜି ସକାଳ ୧୦ ଘଟିକା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଙ୍କ କାର୍ଯ୍ୟାଳୟ ସମ୍ମୁଖ ରେ ଜିଲ୍ଲାର ବିଭିନ୍ନ ଅଞ୍ଚଳର ନର୍ସିଂ କର୍ମଚାରୀ ମାନେ ଏକତ୍ରିତ ହୋଇ ୧୦ ଦଫା ଦାବି ନେଇ ଗଣ ଧାରଣା ଦେଇଛନ୍ତି। ୨୫ ଏବଂ ୨୬ ତାରିଖ ମାନଙ୍କ ରେ କେବଳ ଜରୁରୀ କାଳୀନ କାର୍ଯ୍ୟ କରିବୁ। ଦୁଇ ଦିନ ଭିତରେ ଯଦି ଦାବି ପୂରଣ ନ ହେବ ତା ହେଲେ ତା ହେଲେ ୨୭ ତାରିଖ ରୁ ଅନିର୍ଦ୍ଦିଶ୍ଟ କାଳ ପାଇଁ ଗଣ ଧାରଣା ଦେବୁ। ରୋଗୀ ସେବା ରେ ବାଧା ପ୍ରାପ୍ତ ହେଲେ ସେଥିପାଇଁ ସରକାର ଦାୟୀ ରହିବେ ବୋଲି ଧାରଣା କାରୀ କହିଛନ୍ତି।

Leave a Reply

Your email address will not be published. Required fields are marked *

error: Content is protected !!