• Thu. Oct 30th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ରାଷ୍ଟ୍ରୀୟ ନବବର୍ଷ ଅବସରରେ ବଡ଼ବିଲ ପୌରାଞ୍ଚଳରେ ପୂଜାର୍ଚ୍ଚନା ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ।

Bymamatanews

Mar 31, 2025
Spread the love

କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ପୌରାଞ୍ଚଳ ତଥା ବଡ଼ବିଲ ଥାନା ଅନ୍ତର୍ଗତ ରେ ଆଜି ରାଷ୍ଟ୍ରୀୟ ନବବର୍ଷ ଅବସରରେ ବଡ଼ବିଲ ଗୁରୁଦ୍ୱାର ନିକଟରେ ଥିବା ପଞ୍ଚମୁଖୀ ହନୁମାନ ମନ୍ଦୀର ବଡ଼ବିଲ ବାସୀଙ୍କ ପକ୍ଷରୁ ପୂଜାର୍ଚ୍ଚନା ହୋମ ଯଜ୍ଞ କରାଯିବା ସହ ଲୋକଙ୍କୁ ସର୍ବତ ବଣ୍ଟନ କରାଯିବା ସହ ରାଷ୍ଟ୍ର ହିତରେ ସ୍ଲୋଗାନ ମାନ ଦେଇ ସହସ୍ର ସଂଖ୍ୟାରେ ଲୋକଙ୍କୁ ନେଇ ଏକ ବିଶାଳ ମୋଟର ସାଇକେଲରାଲୀ ସମଗ୍ର ବଡ଼ବିଲ ଅଞ୍ଚଳ ପରିକ୍ରମା କରିଥିବା ଦେଖିବାକୁ ମିଳିଥିଲା। କୌଣସି ପ୍ରକାରର ଅପ୍ରିତିକର ପରିସ୍ଥିତି କୁ ଏଡାଇବାକୁ ବଡ଼ବିଲ ପୋଲିସ୍ ପ୍ରଶାସନ ପକ୍ଷରୁ ଉକ୍ତ ରାଲୀ ଓ ମନ୍ଦୀର ନିକଟରେ କର୍ମଚାରୀଙ୍କୁ ନିୟୋଜିତ କରାଯାଇଥିଲା।

କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *