• Sat. Jun 13th, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

Spread the love

ଅନୁଗୋଳ ସଦର ଥାନା ଅନ୍ତର୍ଗତ ଶାବଳଭଙ୍ଗା ଗ୍ରାମରେ ପୋଖରିରେ ବୁଡି ନାବାଳକ ମୃତ। ନାବାଳକ ଜଣଙ୍କ ହେଲେ ଶାବଳଭଙ୍ଗା ଗ୍ରାମର ବିଭୂତି ସେଠି ଙ୍କ ପୁଅ ବାଦଲ ସେଠି (୭) । ସୂଚନା ଯେ, ଆଜି ଦିନ ଦ୍ବିପ୍ରହର ବେଳେ ଶାବଳଭଙ୍ଗା ଗ୍ରାମର ବିଭୂତି ସେଠି ଙ୍କ ପୁଅ ବାଦଲ ସେଠି ଏବଂ ଗ୍ରାମର ଅନ୍ୟ ଜଣେ ନାବାଳକ ଦୁହେଁ ମିଶି କରି ଘର ନିକଟରେ ଥିବା ଏକ ପୋଖରି କୁ ଶୌଚ ହେବା ପାଇଁ ଯାଇଥିଲେ। ବାଦଲ ଶୌଚ ବେଳେ ଗୋଡ଼ ଖସି ଯିବାରୁ ପାଣି ରେ ବୁଡି ଯାଇଥିଲେ। ବାଦଲ ଙ୍କ ସାଥିରେ ଥିବା ଅନ୍ୟ ନାବାଳକ ଜଣଙ୍କ ଘର କୁ ଯାଇ ବାଦଲ ପାଣି ରେ ବୁଡି ଯାଇଛି କରିବାରୁ ଘର ଲୋକ ସମସ୍ତେ ପୋଖରି କୁ ଯାଇ ବାଦଲ ଯାଉ ଉଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି କରିଥିଲେ। ଚିକିତ୍ସାଧିନ ଅବସ୍ଥାରେ ଡାକ୍ତର ବାଦଲ କୁ ଡାକ୍ତର ମୃତ ଘୋଷଣା କରିଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!