ଅନୁଗୋଳ ଟାଉନ୍ ଥାନା ଅନ୍ତର୍ଗତ ଶୈଳ ଶ୍ରୀକ୍ଷେତ୍ର ନିକଟରେ ଉଦ୍ଧାର ହେଲା ଅଜଣା ଯୁବକଙ୍କ ଙ୍କ ମୃତ ଦେହ। ସୂଚନା ଯେ, ଆଜି ସକାଳ ସମୟରେ ଜଣେ ଯୁବକ ଶୈଳ ଶ୍ରୀକ୍ଷେତ୍ର ନିକଟରେ ରେ ଥିବା ହେଲଥ କରିଡର ଉପରେ ଶୋଇଥିବା ଦେଖିବାକୁ ପାଇଥିଲେ। ପାଖରେ ଚପଲ ଏବଂ ସାଇକେଲ ରହିଛି। ଏହା ଦେଖି ସ୍ଥାନୀୟ ବାସୀ ସଙ୍ଗେ ସଙ୍ଗେ ଟାଉନ୍ ଥାନାକୁ ଖବର୍ ଦେଇଥିଲେ। ପୋଲିସ ଘଟଣା ସ୍ଥଳରେ ପହଂଚି ଦେଖିଲା ଯେ, ଯୁବକ ଜଣ ଙ୍କ ମୃତ୍ୟୁ ବରଣ କରି ସାରିଛି। ଯୁବକଙ୍କ ଙ୍କ ପରିଚୟ ଏ ପର୍ଯ୍ୟନ୍ତ ମିଳିପାରିନାହିଁ। ଏହି ଯୁବକ ଜଣଙ୍କ ଗତ କାଲି ସନ୍ଧ୍ୟା ସମୟରୁ ଏଠା ରେ ଶୋଇଥିବା ସ୍ଥାନୀୟ ବାସୀ କହୁଛନ୍ତି।
