ଅନୁଗୋଳ ଥାନା ଅନ୍ତର୍ଗତ ରାଜକିଶୋରପଡ଼ା ଅଞ୍ଚଳରେ ରହୁଥିବା ମମତା ବେହେରା ନାମକ ଜଣେ ମହିଳା ଅନୁଗୋଳ ଥାନାରେ ଅଭିଯୋଗ କରିଛନ୍ତି କି ତାଙ୍କ ବାପା ତାଙ୍କ ଭଉଣୀ ଘର ଅନୁଗୋଳ ଥାନା ଅନ୍ତର୍ଗତ ଶିମୀଳିପଡ଼ା ଗତ ୧୬ ତାରିଖ ଦିନ ଯାଇଥିଲେ। ତେଣୁ ୧୭ ତାରିଖ ଦିନ ଗୋଟାଏ ବେଳେ ସମସ୍ତେ ଘରେ ଶୋଇଥିବା ବେଳେ କେଉଁ ଆଡେ ଚାଲି ଯାଇଥିବା ନେଇ ଅଭିଯୋଗ କରିଛନ୍ତି
ତେଣୁ ମହିଳାଙ୍କ ବାପା ଅଳ୍ପ ବିକୃତ ମସ୍ତିସ୍କ ହୋଇଥିବା ବେଳେ ସବୁ ଜାଣିପାରୁ ଥିବା ମହିଳା ଜଣଙ୍କ କହିଛନ୍ତି।
