• Wed. Apr 15th, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ବାପା ନିଖୋଜ ନେଇ ଥାନା ଦ୍ୱାରସ୍ଥ ଝିଅ

Bymamatanews

Jun 18, 2025
Spread the love

ଅନୁଗୋଳ ଥାନା ଅନ୍ତର୍ଗତ ରାଜକିଶୋରପଡ଼ା ଅଞ୍ଚଳରେ ରହୁଥିବା ମମତା ବେହେରା ନାମକ ଜଣେ ମହିଳା ଅନୁଗୋଳ ଥାନାରେ ଅଭିଯୋଗ କରିଛନ୍ତି କି ତାଙ୍କ ବାପା ତାଙ୍କ ଭଉଣୀ ଘର ଅନୁଗୋଳ ଥାନା ଅନ୍ତର୍ଗତ ଶିମୀଳିପଡ଼ା ଗତ ୧୬ ତାରିଖ ଦିନ ଯାଇଥିଲେ। ତେଣୁ ୧୭ ତାରିଖ ଦିନ ଗୋଟାଏ ବେଳେ ସମସ୍ତେ ଘରେ ଶୋଇଥିବା ବେଳେ କେଉଁ ଆଡେ ଚାଲି ଯାଇଥିବା ନେଇ ଅଭିଯୋଗ କରିଛନ୍ତି
ତେଣୁ ମହିଳାଙ୍କ ବାପା ଅଳ୍ପ ବିକୃତ ମସ୍ତିସ୍କ ହୋଇଥିବା ବେଳେ ସବୁ ଜାଣିପାରୁ ଥିବା ମହିଳା ଜଣଙ୍କ କହିଛନ୍ତି।

Leave a Reply

Your email address will not be published. Required fields are marked *