• Thu. Oct 15th, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଅଳଙ୍କାର ଦୋକାନରେ ଡକାୟତି କରିବାକୁ ଯୋଜନା ବେଳେ ମାଡି ବସିଲା ପୋଲିସ

Bymamatanews

Oct 9, 2026
Spread the love

ଉଦିତନଗର ପୋଲିସ ପକ୍ଷରୁ ରାଉରକେଲାର ମାଲଗୋଦାମ ରେଳ ସାଇଡିଂ ନିକଟରେ ଚଢ଼ାଉ କରାଯାଇ ଉଦିତନଗର ଅଞ୍ଚଳରେ ଏକ ଅଳଙ୍କାର ଦୋକାନରେ ଡକାୟତି କରିବାକୁ ଯୋଜନା କରୁଥିବା ଏକ ଗୋଷ୍ଠୀକୁ ଧରାଯାଇଛି। ସେମାନଙ୍କ ନିକଟରୁ ମାରାତ୍ମକ ଅସ୍ତ୍ରଶସ୍ତ୍ର, ଆଗ୍ନେୟାସ୍ତ୍ର ଏବଂ ଘରେ ପଶି ଚୋରି କରିବାରେ ବ୍ୟବହୃତ ଉପକରଣ ଥିବା ଜଣାପଡ଼ିଛି।

ପଚରାଉଚରା ସମୟରେ ଜଣେ ଅଭିଯୁକ୍ତ ଉଦିତନଗର ଥାନାରେ ପୂର୍ବରୁ ରୁଜୁ ହୋଇଥିବା ଏକ ଘରୁ ଚୋରି ମାମଲାରେ ନିଜର ସମ୍ପୃକ୍ତି ବିଷୟରେ ମଧ୍ୟ ସୂଚନା ଦେଇଛି।

Leave a Reply

Your email address will not be published. Required fields are marked *

error: Content is protected !!