• Tue. Feb 24th, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ବେଆଇନ୍ ବାଣ ବେପାର ରୋକିବା ପାଇଁ ପୋଲିସ ପକ୍ଷରୁ ଉଦ୍ୟମ

Bymamatanews

Oct 25, 2024
Spread the love

ସାପ୍ତାହିକ ଗୁରୁବାର ହାଟରୁ ଲକ୍ଷାଧିକ ଟଙ୍କାର ବାଣ ଜବତ

ଅନୁଗୋଳ ଟାଉନ ଥାନା ଅନ୍ତର୍ଗତ ସାପ୍ତାହିକ ଗୁରୁବାର ହାଟରୁ ଲକ୍ଷାଧିକ ଟଙ୍କାର ବାଣ ଜବତ କରିଛି ପୋଲିସ। ସୂଚନା ଯେ, ଗତ କାଲି ଅନୁଗୋଳ ସହର ଗୁରୁବାର ସାପ୍ତାହିକ ହାଟ ରେ ଖୁଲମ ଖୋଲା ବାଣ ବେପାର ଟାଉନ୍ ଥାନା ପୋଲିସ ଖବର ପାଇଁ ଚଢାଉ କରିଥିଲା। ଚଢାଉ ବେଳେ ୪ ବାଣ ଦୋକାନ ରୁ ଲକ୍ଷାଧିକ ବାଣ ଜବତ ହୋଇଥିଲା। ସମସ୍ତ ବାଣ କୁ ପୋଲିସ ଜବତ କରିଥିଲା। ଏହି ଚଢାଉ ରେ ଅନୁଗୋଳ SDPO ରମାକାନ୍ତ ମହାଳିକ, ଟାଉନ୍ ଥାନା ଅଧିକାରୀ ଧିରେସ କୁମାର ଦାସ ଏବଂ ଟାଉନ୍ ଥାନାର ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ରହି ଥିଲେ।

Leave a Reply

Your email address will not be published. Required fields are marked *