• Wed. Oct 29th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ନୂତନ ଏସପି ଯୋଗ ପରେ ମଦ ମାଫିଆଙ୍କ ନିଦ ହଜିଗଲାଣି

Bymamatanews

Oct 26, 2024
Spread the love

𝐂𝐨𝐧𝐭𝐢𝐧𝐮𝐞𝐝 𝐝𝐫𝐢𝐯𝐞 𝐚𝐠𝐚𝐢𝐧𝐬𝐭 𝐢𝐥𝐥𝐞𝐠𝐚𝐥 𝐥𝐢𝐪𝐮𝐨𝐫 𝐛𝐲 𝐀𝐧𝐠𝐮𝐥 𝐏𝐨𝐥𝐢𝐜𝐞.

Special Police squad along with local PS continued the raids on illegal liquor.
More than 700 litres of foreign liquor amounting to more than Rs. 5,00,000/- appx has been seized. Accused persons has been arrested.

Action against illegal liquor will be further intensified.

ଅନୁଗୁଳ ପୋଲିସ ଦ୍ୱାରା ବେଆଇନ ମଦ ବିରୋଧରେ ଚଢ଼ାଉ ଜାରି ରହିଛି |
ସ୍ୱତନ୍ତ୍ର ପୋଲିସ୍ ବାହିନୀ ସହିତ ସ୍ଥାନୀୟ ପୋଲିସ ଥାନା, ବେଆଇନ ମଦ ବିରୋଧରେ ଚଢ଼ାଉ ଜାରି ରଖିଛନ୍ତି ।

୭୦୦ ଲିଟରରୁ ଅଧିକ ବିଦେଶୀ ମଦ ଜାହାର ଆନୁମାନିକ ୫୦,୦୦୦୦/-ରୁ ଉର୍ଦ୍ଧ ହେବ ଜବତ କରାଯାଇ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଛି।

ବେଆଇନ ମଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆଗକୁ ଆହୁରି ଜୋରଦାର କରାଯିବ।

Leave a Reply

Your email address will not be published. Required fields are marked *