• Tue. Oct 28th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଫୁଟବଲ ଖେଳ କୁ ଉତ୍ସାହିତ ପାଇଁ କଳିଙ୍ଗ ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ

Bymamatanews

Nov 10, 2024
Spread the love

ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଇଣ୍ଡିଆନ ସୁପର ଲିଗ୍‌ର ଓଡ଼ିଶା ଫୁଟ୍‌ବଲ କ୍ଲବ୍ ଏବଂ କୋଲ୍‌କାତା ମୋହନ ବାଗନ୍ ସୁପର ଜ୍ୟାଣ୍ଟ ମଧ୍ୟରେ ଅନୁଷ୍ଠିତ ମ୍ୟାଚରେ ଉପସ୍ଥିତ ରହି ଖେଳାଳୀ ଓ ଫୁଟବଲ୍ ପ୍ରେମୀଙ୍କୁ ଉତ୍ସାହିତ କରୁଛନ୍ତି।

Leave a Reply

Your email address will not be published. Required fields are marked *