• Thu. Oct 30th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଅଗ୍ନିକାଣ୍ଡ ରେ ପୋଡି ଗଲା ଡ୍ରେସ୍ ଦୋକାନ,

Bymamatanews

Dec 31, 2024
Spread the love

ନିଆଁ କୁ ଆୟତ କଲା ଅଗ୍ନିଶମ ବିଭାଗ

ଅନୁଗୋଳ ସହରର ବଜାର ଭିତରେ ଥିବା ଏକ ଡ୍ରେସ୍ ଦୋକାନରେ ଅଗ୍ନିକାଣ୍ଡ ଘଟିଛି । ସର୍ଟ ସର୍କିଟ ଯୋଗୁ ଅଗ୍ନିକାଣ୍ଡ ହୋଇ ଥିବା ଜଣା ପଡିଛି । ଦୋକାନ ଭିତରେ ନିଆଁ ଲାଗିଥିବା ବେଳେ ଚାରିଆଡେ ଧୂଆଁ ମୟ ହୋଇ ଯାଇଛି । ରେଡିମେଡ ଡ୍ରେସ ଦୋକାନ ରେ ନିଆଁ, ନିଆଁ କୁ ଆୟତ କରୁଛି ଅଗ୍ନିସମ ବିଭାଗ। ଡ୍ରେସ୍ ଦୋକାନ ଟି ପବନ ମାଣ୍ଡୋଠିଆ ଙ୍କର ବୋଲି ଜଣା ପଡିଛି। ଅଗ୍ନିକାଣ୍ଡ ଯୋଗୁ କିଛି ଡ୍ରେସ ସହ କିଛି ସରଞ୍ଜାମ ନଷ୍ଟ ହୋଇଥିବା ଜଣା ପଡ଼ିଛି। ଅଗ୍ନିକାଣ୍ଡ ର ଖବର ପାଇ ଅନୁଗୋଳ ଅଗ୍ନିସମ ବିଭାଗ ପହଁଚି ନିଆ କୁ ଆୟତ କରିବା ସହ ସ୍ମଗ୍ ଇଜେକଟର ଦ୍ଵାରା ଧୂଆଁ କୁ ବାହାରକୁ ମଧ୍ୟ ବାହାର କରାଯାଇଥିଲା। ଯାହା ଫଳରେ ନିଆଁ ଆୟତ ହୋଇପାରିଥିଲା।

Leave a Reply

Your email address will not be published. Required fields are marked *