• Tue. Oct 28th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

Spread the love

ଅନୁଗୋଳ ଜିଲ୍ଲା ଜରପଡ଼ା ଥାନା ବକଳା ଓ ପିତାଚରି ଗ୍ରାମରେ ବେଆଇନ୍ ଗଞ୍ଜେଇ ଚାଷ ହୋଇଥିବା ସୂଚନା ପାଇ ପୋଲିସ , ଅବକାରୀ ବିଭାଗ, ଜଙ୍ଗଲ ବିଭାବ ଓ ରାଜସ୍ୱ ବିଭାଗ ପକ୍ଷରୁ ଚଢ଼ଉ କରାଯାଇଥିଲା । ଚଢ଼ଉ ବେଳେ ଏକ ଏକର ସରକାରୀ ଜମିରେ ଗଞ୍ଜେଇ ଚାଷ ହୋଇଥିବା ଜଣାପଡ଼ିଥିଲା । ପ୍ରାୟ ଏକ ହଜାର ପରିପକ୍ଵ ଗଞ୍ଜେଇ ଗଛ ନଷ୍ଟ କରାଯାଇ ପୋଡି ଦିଆ ଯାଇଥିଲା ।

Leave a Reply

Your email address will not be published. Required fields are marked *