
ଅନୁଗୋଳ ଅଗ୍ନିସମ ବିଭାଗ ପକ୍ଷରୁ ପ୍ରସ୍ତୁତି ଜାରି ରହିଛି। ସୂଚନା ଯେ, ଆଜି ହେଉଛି ହୋଲି ଉତ୍ସବ, ଅସାବଧାନତା ଯୋଗୁଁ ମୂଲ୍ୟବାନ ଜୀବନ ହାନି ହୋଇ ଥାଏ। ଏହି ଉତ୍ସବ ରେ ଯେମିତି ଗୋଟେ ବି ହେଲେ ମୂଲ୍ୟବାନ ଜୀବନ ହାନି ନ ହେବ ସେଥିପାଇଁ ଅନୁଗୋଳ ଜିଲ୍ଲାର ବିଭିନ୍ନ ଅଗ୍ନିସମ ବିଭାଗ ପକ୍ଷରୁ ଟିମ୍ ଗଠନ କରାଯାଇଛି। ଗଭୀର ଜଳାଶୟ ମାନଙ୍କରେ ଅଗ୍ନିସମ କର୍ମଚାରୀ ନିୟୋଜିତ କରାଯାଇଛି।
