• Wed. Feb 25th, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ସମାନ ମୂଲ୍ୟ ପାଇଁ ପାଉଁଶ ଇଟା ୟୁନିଟି ତରଫରୁ ଡିଆସିଙ୍କୁ ଅଭିଯୋଗ

Bymamatanews

May 14, 2025
Spread the love

ଢେଙ୍କାନାଳ ଜିଲ୍ଲାରେ ଥିବା ପ୍ରାୟ ୮୦ଟି ପାଉଁଶ ଇଟା ୟୁନିଟି ତରଫରୁ ଟାଟା ଦେଉଥୁବା ପାଉଁଶକୁ ନେଇ ଡି.ଆଇ.ସି ର ପରିଚାଳକଙ୍କୁ ଅଭିଯୋଗ ଜଣାଇଛନ୍ତି । ପ୍ରକାଶ ଯେ, ପୂର୍ବରୁ ଟାଟା ଷ୍ଟିଲ୍ ଇଟା ୟୁନିଟି ମାନଙ୍କୁ ମାଗଣାରେ ପାଉଁଶ ଯୋଗାଇ ଦେଉଥୁଲା, କିନ୍ତୁ ବର୍ତମାନ କିଛି ୟୁନିଟିକୁ ମାଗଣା ଦିଆଯାଉଛି ଓ ଆଉ କିଛି ୟୁନିଟିରୁ ଅର୍ଥ ଆଦାୟ କରୁଛନ୍ତି । ଏହାକୁ ନେଇ ପାଉଁଶ ଇଟା ୟୁନିଟିର ମାଲିକମାନେ ଅଭିଯୋଗ କରିଛନ୍ତି ଯେ, ପୂର୍ବରୁ ଯେମିତି ମାଗଣା ଥୁଲା ତାହା ରହୁ କିମ୍ବା ସମସ୍ତଙ୍କୁ ଗୋଟିଏ ମୂଲ୍ୟ ଧାର୍ଯ୍ୟ କରାଯାଉ ।

Leave a Reply

Your email address will not be published. Required fields are marked *