• Wed. Apr 15th, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

Spread the love

ଅନୁଗୋଳ ଜିଲ୍ଲା ଜରପଡ଼ା ଥାନା ଅନ୍ତର୍ଗତ ଜେରେଙ୍ଗ ପଞ୍ଚାୟତ ଲକ୍ଷ୍ମୀପୁର ଛକ ନିକଟରେ ପ୍ରଫୁଲ୍ଲ ସେଠୀଙ୍କ ଘର ଭିତରକୁ ଏକ ମାଲ ବୋଝେଇ ଟ୍ରକ ଭାରସାମ୍ୟ ହରାଇ ପଶିଯାଇ ଥିଲା । ଯାହା ଫଳରେ ଟ୍ରକ ଚକା ତଳେ ଚାପି ହୋଇ ଗୁରୁତର ହୋଇ ଯାଇଥିଲେ ମହିଳା। ଗୁରୁତର ଅବସ୍ଥାରେ ମହିଳାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି କରାଯାଇଛି। ଟ୍ରକ ର ଟାୟାର୍ ବ୍ଲାଷ୍ଟ ହେବାରୁ ଭାରସ୍ୟାମ ହରାଇ ଘର ଭିତରକୁ ପଶିଯାଇଥିଲା । ଘଟଣା ସ୍ଥଳରେ ଅଗ୍ନିସମ ବିଭାଗ ପହଁଚି ଗୁରୁତର ମହିଳା ଙ୍କୁ ଉଧାର୍ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି କରିଥିଲେ। ଏ ପଟେ ଉତେଜନା ହେବାରୁ ପୋଲିସ ପହଁଚି ଲୋକ ମାନଙ୍କୁ ବୁଝାସୁଝା କରୁଛି।

Leave a Reply

Your email address will not be published. Required fields are marked *