• Thu. Oct 30th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

୯୦% ରୁ ଅଧିକ ମାର୍କ ରଖିଥିବା ୬ ଜଣ ଛାତ୍ରଛାତ୍ରୀଙ୍କୁ ସମ୍ବୋଧନ

Bymamatanews

May 26, 2025
Spread the love

ଅନୁଗୋଳ ଜିଲ୍ଲା କନ୍ୟାବେଡା ଅଞ୍ଚଳରେ ଥିବା ସ୍ପର୍ଦ୍ଧା ଗ୍ରୁପ ଅଫ ଇନଷ୍ଟିଚ୍ୟୁଟ ର ଦଶମ ଏବଂ ଦ୍ବାଦଶ ପରୀକ୍ଷାରେ ୬ ଜଣ ଛାତ୍ରଛାତ୍ରୀ ୯୦ ପ୍ରତିଶତ ମାର୍କ ରଖି ଜିଲ୍ଲାରେ ଗର୍ବ ଆଣିଥିବାରୁ ସ୍ପର୍ଦ୍ଧା ପକ୍ଷରୁ ଛାତ୍ରଛାତ୍ରୀ ମାନଙ୍କୁ ସମ୍ବୋଧନ କରାଯାଇଛି। ସୂଚନା ଯେ, ଚଳିତ ବର୍ଷ ଦଶମ ଶ୍ରେଣୀ ଏବଂ ଦ୍ୱାଦଶ ଶ୍ରେଣୀ ର ପରୀକ୍ଷା ଫଳ ପ୍ରକାଶ ପାଇଛି। ସ୍ପର୍ଦ୍ଧା ଗ୍ରୁପ ରେ ଶିକ୍ଷା ନେଇ ୬ ଜଣ ଛାତ୍ରଛାତ୍ରୀ ୯୦ ପ୍ରତିଶତ ରଖି ସ୍ପର୍ଦ୍ଧା ର ନା ଜିଲ୍ଲାରେ ରଖି ଥିବାରୁ ଆଜି ସ୍ପର୍ଦ୍ଧା ଗ୍ରୁପ ପକ୍ଷରୁ ଛାତ୍ରଛାତ୍ରୀ ମାନଙ୍କୁ ପୁଷ୍ପଗୁଚ୍ଛ ଏବଂ ପୁରସ୍କାର ଦେଇ ସମ୍ବୋଧନ କରାଯାଇଥିଲା। ଦଶମ ଶ୍ରେଣୀ ରେ ପ୍ରୀତିମୟି ସାହୁ ୯୨%, ଅନେଶ୍ବୟା ସାହୁ ୯୧%, ଆକାଶ ସିଂ ୯୦.୬%, ଦ୍ଵାଦଶ ଶ୍ରେଣୀ ରେ ସୁନୀଲ କୁମାର ଦୀକ୍ଷିତ ୯୨.୬.%, ପ୍ରୀତି ରଞ୍ଜନ ସାହୁ ୯୨.୫%, ଅଜିତ ସାହୁ ୯୦.୫% ରଖି ନା ରଖିଛନ୍ତି। ଯାହା ପାଇଁ ଆଜି ସ୍ପର୍ଦ୍ଧା ଗ୍ରୁପ ନାଁ ରଖିଥିବା ନେଇ ୬ ଜଣ ଛାତ୍ରଛାତ୍ରୀ ମାନଙ୍କୁ ସମ୍ବୋଧନ କରାଯାଇଛି।

Leave a Reply

Your email address will not be published. Required fields are marked *