• Tue. Oct 28th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

କୁଖ୍ୟାତ ଅପରାଧୀ ଭାବଗ୍ରାହୀ ପଣ୍ଡା ଗିରଫ କଲା ପୋଲିସ

Bymamatanews

Aug 20, 2025
Spread the love

ବଡମ୍ବା ଥାନା ଅଞ୍ଚଳରେ ନାଇଟ ପାଟ୍ରୋଲିଂ ସମୟରେ ଆଠଗଡ଼ ତିଗିରିଆ ଅଞ୍ଚଳର କୁଖ୍ୟାତ ଅପରାଧୀ ଭାବଗ୍ରାହୀ ପଣ୍ଡା ଗିରଫ। ତିଗିରିଆ ବେଲଅଣ୍ଟା ଗାଁରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିଥିଲା ଭାବ। ବିଭିନ୍ନ ମାମଲା ରେ ଭାବ ପଣ୍ଡା ନା ରେ ବଡମ୍ବା, ମାଣିଆବନ୍ଧ,ତିଗିରିଆ, ଆଠଗଡ଼ ଆଦି ଥାନାରେ ବିଭିନ୍ନ ମାମଲା ରହିଛି।

ବଡ଼ମ୍ବା ଥାନା ପକ୍ଷରୁ ଆଠଗଡ଼ SDPO ବିଶ୍ୱଜିତ ମହାନ୍ତି ଓ ଥାନା ଅଧିକାରୀ ଅନିରୁଦ୍ଧ ମୁଦୁଲି ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି। ପୋଲିସ ତିଗିରିଆ ଅଞ୍ଚଳର କୁଖ୍ୟାତ ଅପରାଧି ଭାବ ପଣ୍ଡାକୁ ଗିରଫ କରିଥିବା ବଡମ୍ବା ପୋଲିସ ସୂଚନା ଦେଇଛନ୍ତି। କୁଖ୍ୟାତ ଅପରାଧି ଭାବ ପଣ୍ଡା ନିକଟରୁ ଏକ ବନ୍ଧୁକ ସହ ଜୀବନ୍ତ ଗୁଳି ଓ ଏକ କାରକୁ ଜବତ କଲା ବଡ଼ମ୍ବା ପୋଲିସ।

Leave a Reply

Your email address will not be published. Required fields are marked *