• Tue. Apr 21st, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଜିଲ୍ଲା

  • Home
  • ଆକ୍ସେସଟୁଜସ୍ଟିଷ” ଦ୍ଵାରା ବିଶ୍ୱ ଶିଶୁଶ୍ରମିକ ବିରୋଧ ଦିବସ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ଆକ୍ସେସଟୁଜସ୍ଟିଷ” ଦ୍ଵାରା ବିଶ୍ୱ ଶିଶୁଶ୍ରମିକ ବିରୋଧ ଦିବସ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

CMO Odisha BJP Odisha District Administration, Angul “ ବିଶ୍ୱ ଶିଶୁଶ୍ରମିକ ବିରୋଧ ଦିବସ” ଅବସରରେ ବିଶ୍ୱ ଯୁବ କେନ୍ଦ୍ର, ବଣିନାଳି, ଅନୁଗୋଳ ଦ୍ୱାରା ପରିଚାଳିତ…

ସରକାରଙ୍କ ଏକ ବର୍ଷ ପୂର୍ତ୍ତୀ ପାଳନ ଉପଲକ୍ଷେ ‘ବିକାଶ ମେଳା’ ଅୟୋଜିତ

ଅନୁଗୋଳ ଆଜି ପୂର୍ବାହ୍ନରେ ଅନୁଗୋଳ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ଠାରେ ମାନ୍ୟବର ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ…

ଅଗରବତୀ ସାଜିପାରିଛି ମହିଳାଙ୍କ ଆର୍ଥିକ ସ୍ବାବଲମ୍ବନର ଏକ ମାଧ୍ୟମ

ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ସହଯୋଗଯୋଗୁ ଆତ୍ମନିର୍ଭର ହୋଇପାରିଛନ୍ତି ମା’ ମହାଲକ୍ଷ୍ମୀ ସ୍ବୟଂସହାୟକ ଗୋଷ୍ଠୀ ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ନୁଆଗାଁ ପଞ୍ଚାୟତର ସରପା ଗାଁରେ ଭକ୍ତିର ବାତାବରଣ ଓ…

ଶିଶୁ ଶ୍ରମିକ ନିରୋଧ ଦିବସ ଉପଲକ୍ଷେ ସଚେତନତା ରଥ

ଅନୁଗୋଳ :ଜିଲ୍ଲା ପ୍ରଶାସନ ଓ ଶ୍ରମ ବିଭାଗ ପକ୍ଷରୁ ବିଶ୍ବ ଶିଶୁ ଶ୍ରମିକ ନିରୋଧ ଦିବସ ଉପଲକ୍ଷେ ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥକୁ ମାନ୍ୟବର ଅନୁଗୋଳ…

ବସ ଧକ୍କାରେ ବାଇକ୍ ଆରୋହୀ ମୃତ

ଅନୁଗୋଳ ଟାଉନ ଥାନା ଅନ୍ତର୍ଗତ ଶିମିଳିପଡ଼ା ରାଜ ହୋଟେଲ ଛକ ନିକଟରେ ରେ ବସ ଧକ୍କା ରେ ବାଇକ୍ ଆରୋହୀ ମୃତ୍ୟୁ ଘଟିଛି। ମୃତକ ଜଣ ଙ୍କ…

ସରକାର ଏକ ବର୍ଷ ପୂର୍ତ୍ତୀ ଉପଲକ୍ଷେ ମାନ୍ୟବର ମନ୍ତ୍ରୀଙ୍କ ସମୀକ୍ଷା ବୈଠକ

ଅନୁଗୋଳ : ମାନ୍ୟବର ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ଓ ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା ବିଭାଗ ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଅନୁଗୋଳ ଗସ୍ତରେ…

ଜିଲ୍ଲା ସ୍ତରୀୟ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା-୨୦୨୫ ଅନୁଷ୍ଠିତ

ଅନୁଗୋଳ, ୧୧/୬ : ରାଜ୍ୟ ସରକାର ମିଶନ ଶକ୍ତି ବିଭାଗ ପକ୍ଷରୁ ଅନୁଗୋଳ ଜିଲ୍ଲା ସ୍ତରୀୟ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା-୨୦୨୫ ଜିଲ୍ଲା ପରିଷଦ ସମିଳନୀ…

ଘରୋଇ କଳହରୁ ସ୍ତ୍ରୀ କୁ ହତ୍ୟା କଲା ସ୍ଵାମୀ

ମା ମୃତ୍ୟୁ, ବାପା ଗଲା ହାଜତକୁ , ସାତ ପୁଅଝିଅ ହେଲେ ଅନାଥ। ସାମାନ୍ୟ ଘରୋଇ ଝଗଡ଼ାରୁ ସ୍ତ୍ରୀ କୁ ଠେଙ୍ଗାରେ ପିଟି ମାରିଦେଇ ଜେଲ୍ ଗଲା…

ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କ ଦ୍ଵାରା ବିଭିନ୍ନ ଉନ୍ନୟନ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା।

ଢେଙ୍କାନାଳ : ଜିଲ୍ଲାର ପ୍ରଭାରୀ ମନ୍ତ୍ରୀ ତଥା ମାନ୍ୟବର ମନ୍ତ୍ରୀ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଦିନିକିଆ…

ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ।

ଅନୁଗୋଳ : ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ପକ୍ଷରୁ ଅନୁଗୋଳ ବ୍ଲକ୍ ସ୍ତରୀୟ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ଅନୁଗୋଳ ସରକାରୀ ବାଳିକା ଉଚ୍ଚ…