• Sat. Jul 18th, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ମୁଖ୍ୟ ଖବର

  • Home
  • ବାତ୍ୟା ପରିସ୍ଥିତି ଓ ପୁନରୁଦ୍ଧାର କାମର ସମୀକ୍ଷା କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ

ବାତ୍ୟା ପରିସ୍ଥିତି ଓ ପୁନରୁଦ୍ଧାର କାମର ସମୀକ୍ଷା କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ସନ୍ଧ୍ୟାରେ ସ୍ଵତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟରେ ବାତ୍ୟା ପରିସ୍ଥିତି ଓ ପୁନରୁଦ୍ଧାର କାମର ସମୀକ୍ଷା କରିଛନ୍ତି। ଏହି…

ଓଡିଶା ଡିପ୍ଲୋମା ଇଞ୍ଜିନିୟର ସର୍ଭିସ ଆସୋସିଏସନ ପକ୍ଷରୁ ପ୍ରତିବାଦ ସଭା

ରାୟଗଡ଼ା ଶାଖାର ସଭାପତିଙ୍କ ସଭାପତିତ୍ୱରେ ବିଗତ ୧୮ ତାରିଖରେ ପଦ୍ମପୁରର ଦୁଇ ଜଣ ଠିକାଦାରଙ୍କ ଦ୍ଵାରା ପଦ୍ମପୁର ପଞ୍ଚାୟତ ସମିତିର ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ରଶ୍ମିତା…

ଆଶା ଦିଦିଙ୍କ ମାନବିକତାକୁ ଦେଖି ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।

କେନ୍ଦ୍ରାପଡ଼ା ରାଜନଗର ଅଞ୍ଚଳର ଆଶା ଦିଦି ଶିବାନୀ ମଣ୍ଡଳ ବାତ୍ୟା ସମୟରେ ବୟସ୍କା ମହିଳାଙ୍କୁ ଦେଢ କିଲୋମିଟର ପିଠିରେ ବୋହି ଆଶ୍ରୟସ୍ଥଳକୁ ଆଣିଥିଲେ। ଲୋକଙ୍କ ଜୀବନ ରକ୍ଷା…

ଧନଲକ୍ଷ୍ମି ପୂଜାକମିଟି ପକ୍ଷରୁ ମାଙ୍କ ଆଜ୍ଞା ଲଡୁ ନିଲାମ,

୧୭,୭୭୮ ରେ ନିଲାମ ଧରିଲେ ଭକ୍ତ । ଅନୁଗୋଳ ଜିଲ୍ଲା ବଅଁରପାଳ ବଜାରରେ ଚାଲିଥିବ ଲକ୍ଷ୍ମୀପୂଜାର ୬ଷ୍ଠ ଦିନରେ ମା ଧନଲକ୍ଷ୍ମୀ ପୂଜା କମିଟର ୨ୟ ବର୍ଷ…

ରୋଗୀଙ୍କ ଜୀବନ ବାଜିରେ ଲଗାଇ ମହୁଫେଣା ଭାଙ୍ଗିଲେ

ଚିକିତ୍ସାଳୟ ପରିସର ଭିତରେ ବିକ୍ରି ମଧ୍ୟ କଲେ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ର କିଛି ଅଧିକାରୀ ରୋଗୀଙ୍କ ଜୀବନକୁ ବାଜି ରେ ଲଗାଇ ଶବର ଡାକି…

ବାତ୍ୟା ଦାନା ପାଇଁ ଅନୁଗୋଳ ପକ୍ଷରୁ ପ୍ରସ୍ତୁତି

ଆସୁଛି ବାତ୍ୟା ଦାନା । ଯାହାକୁ ମୁକାବିଲା କରିବା ନେଇ ପ୍ରଶାସନ ସମସ୍ତ ପ୍ରସ୍ତୁତି ଆରମ୍ଭ କରି ଦେଇଥିବା ବେଳେ ଏହାର ପ୍ରଭାବ ପ୍ରସିଦ୍ଧ ଲକ୍ଷ୍ମୀ ପୂଜା…

ଜୟ ଜଗନ୍ନାଥ ସ୍ବେଚ୍ଛାସେବୀ ଅନୁଷ୍ଠାନ ତରଫରୁ ଭାଇଚାରା ସୃଷ୍ଟି ପାଇଁ ପ୍ରୟାସ ଜାରି

ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ କାଣ୍ଡସର ଗ୍ରାମରେ ଥିବା ଜୟ ଜଗନ୍ନାଥ ସ୍ବେଚ୍ଛାସେବୀ ଅନୁଷ୍ଠାନ ତରଫରୁ ସଭାପତି ଶ୍ରୀ ଅନନ୍ତ ବାରିକ ଓ ସାଧାରଣ ସମ୍ପାଦକ…

ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ମୁଁ ବଞ୍ଚିବାକୁ ଚାହୁଁଛି ସରକାର ମୋତେ ସାହାଯ୍ୟ କରି ବଞ୍ଚାଇ ଦିଅନ୍ତୁ କର୍କଟ ରୋଗର ଯନ୍ତ୍ରଣାରେ ଛଟପଟ ଅସହାୟ ମହିଳା ସୁକାନ୍ତି ପ୍ରଶାସନ ଓ ସରକାରକୁ ସହାୟତା…

ବେଆଇନ୍ ବାଣ ବେପାର ରୋକିବା ପାଇଁ ପୋଲିସ ପକ୍ଷରୁ ଉଦ୍ୟମ

ସାପ୍ତାହିକ ଗୁରୁବାର ହାଟରୁ ଲକ୍ଷାଧିକ ଟଙ୍କାର ବାଣ ଜବତ ଅନୁଗୋଳ ଟାଉନ ଥାନା ଅନ୍ତର୍ଗତ ସାପ୍ତାହିକ ଗୁରୁବାର ହାଟରୁ ଲକ୍ଷାଧିକ ଟଙ୍କାର ବାଣ ଜବତ କରିଛି ପୋଲିସ।…

error: Content is protected !!