• Thu. Apr 16th, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ସାପ କାମୁଡାରେ ଚାଲିଗଲା ସାତବର୍ଷ କୁନି ଝିଅର ଜୀବନ।

Bymamatanews

Apr 2, 2025
Spread the love

ସାପ କାମୁଡାରେ ଚାଲିଗଲା ସାତବର୍ଷ କୁନିଝିଅର ଜୀବନ। ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଅନ୍ତର୍ଗତ ଯୁଗୁଡ଼ିଧର ଗ୍ରାମରେ।ଖେଳୁଥିବା ବେଳେ କାମୁଡିଲା ସାପ l ସୂଚନା ଅନୁଯାୟୀ ଯେlଡା ଥାନା ଅନ୍ତର୍ଗତ ଜୁଗୁଡିଧର ଗ୍ରାମର ଶମ୍ଭୁ ଲାଗୁରୀ ଙ୍କ ସାତ ବର୍ଷର ଝିଅ ସେlନାଲି ଲାଗୁରୀ ଖେଳୁଥିବା ବେଳେ ଏକ ସାପ ତାର ହାତରେ କାମୁଡି ଦେଇଥିଲା। ଏ ନେଇ ଘର ଲେlକଙ୍କୁ ସୂଚନା ଦେବାରୁ ତାକୁ ଘରଲେlକେ ଚିକିତ୍ସା ପାଇଁ ପ୍ରଥମେ ବାସୁଦେବପୁର ସ୍ବାସ୍ଥ୍ୟ କେନ୍ଦ୍ର ନେଇଥିଲେ ତେବେ ପରେ ତାକୁ ଚମ୍ପୁଆ ଉପଖଣ୍ଡ ଡାକ୍ତର ଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସିତ ଅବସ୍ଥା ରେ ଉକ୍ତ କୁନି ଝିଅର ମୣତ୍ୟୁ ହୋଇଥିବା ନେଇ ସୂଚନା lପେlଲିସ ଡାକ୍ତର ଖାନାରେ ପହଞ୍ଚି ଘଟଣା ସମ୍ପର୍କରେ ତଦନ୍ତ ଚଳାଇଥିବା ନେଇ ସୂଚନା l

କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *