• Thu. Apr 16th, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଜବରଦଖଲକାରୀଙ୍କ କବଜା ରେ ଗ୍ରାମ୍ୟ ରାସ୍ତା

Bymamatanews

Mar 17, 2025
filter: 0; fileterIntensity: 0.0; filterMask: 0; module: video; hw-remosaic: false; touch: (-1.0, -1.0); modeInfo: Beauty ; sceneMode: 0; cct_value: 5300; AI_Scene: (-1, -1); aec_lux: 147.2131; aec_lux_index: 0; hist255: 0.0; hist252~255: 0.0; hist0~15: 0.0; albedo: ; confidence: ; motionLevel: 0; weatherinfo: null; temperature: 51;
Spread the love

ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ନେଇ ଜିଲାପାଳଙ୍କୁ ଅଭିଯୋଗ

ବଅଁରପାଳ ବ୍ଲକ ତଳମୂଳ ଗ୍ରାମର ଗ୍ରାମବାସୀ କିଛି ବ୍ୟକ୍ତି ରାସ୍ତା ଅବରୋଧ କରିଥିବା ନେଇ ଆଜି ଜିଲାପାଳଙ୍କୁ ଅଭିଯୋଗ କରିଛନ୍ତି।ଗ୍ରାମବାସୀ କହିବା ଅନୁଯାୟୀ ଗ୍ରାମରେ ବସବାସ କରୁଥିବା କିଛି ବ୍ୟକ୍ତି ସରକାରୀ ରାସ୍ତାକୁ ମାଡି ବସିଛନ୍ତି। ରାସ୍ତାକୁ କବଜା କରି ପାଚେରୀ, ବାରଣ୍ଡା ଓ ଘର କରି ଅଯଥା ରାସ୍ତାକୁ ମାଡ଼ି ବସିଛନ୍ତି। ଯାହା ଫଳରେ ଆମ୍ବୁଲାନ୍ସ, ଦମକଳ ବାହିନୀ ଏବଂ ଜରୁରୀ କାଳୀନ ସେବା ଯୋଗାଉଥିବା ଗାଡି ମୋଟର ଯିବା ଆସିବାରେ ବହୁତ ଅସୁବିଧାର ସମ୍ମୁଖିନ ହେଉଛି। ତେଣୁ ଏହି ସମସ୍ୟା ଉପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।ଏନେଇ ଗ୍ରାମବାସୀ ମାନେ ଜିଲାପାଳଙ୍କୁ ଅଭିଯୋଗ କରିଛନ୍ତି।

Leave a Reply

Your email address will not be published. Required fields are marked *