• Thu. Apr 16th, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

Spread the love

ଅନୁଗୋଳ ବ୍ଲକ ଅନ୍ତର୍ଗତ ବ୍ଲକବଡକନ୍ତକୁଳ ପଞ୍ଚାୟତର କଞ୍ଜା ଗ୍ରାମରେ ଚୂଲି ନିଆଁରୁ କାର୍ତ୍ତିକ ଦେହୁରୀଙ୍କ ରୋଷେଇ ଘର ଜଳିଯାଇଛି। ଶୁକ୍ରବାର ଅପରାହ୍ନ ୨ଟା ସମୟରେ ଚୂଲିରୁ ନିଆଁ ଉଠି ଏଭଳି ଅଘଟଣ ଘଟିଥିଲା। ନିଆଁ ଲାଗିବା ଜାଣିବା ପରେ ପରିବାର ଲୋକେ ଡାକ ପକାଇଥିଲେ ।

ଗ୍ରାମ ବାସୀ ଆସି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିବା ସହ ଅନୁଗୋଳ ଦମକଳ କେନ୍ଦ୍ରକୁ ଖବର କରିଥିଲେ । ଅନୁଗୋଳ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ସମ୍ପୂର୍ଣ୍ଣ ଆୟତ୍ତ ସମ୍ପୂର୍ଣ ଆୟତ୍ତ କରିଥିଲେ। ନିଆଁରେ କାର୍ତ୍ତିକଙ୍କ ଧନ ସମ୍ପତ୍ତି ନଷ୍ଟ ହୋଇଯାଇଛି ।

Leave a Reply

Your email address will not be published. Required fields are marked *