• Fri. Apr 24th, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଅତ୍ୟାଧୁନିକ ଟ୍ରମା କେୟାର ସ୍ୱାସ୍ଥ୍ୟ ସେବା ବିକଳ

Bymamatanews

Apr 24, 2026
Spread the love

ଅନୁଗୋଳ : ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ଉନ୍ନତିକରଣ କରାଯାଇ ଏହାକୁ ପବିତ୍ରମୋହନ ପ୍ରଧାନ ମେଡିକାଲ କଲେଜ ଟ୍ରିଟିଂ ହସ୍ପିଟାଲ କରିଦିଆଗଲା।ନୂଆ ଟ୍ରମା କେୟାର ବିଲ୍ଡିଙ୍ଗ ଗଢା ହେଲା।ଏହି ବିଲ୍ଡିଙ୍ଗ କୁ ସର୍ଜରୀ ଓ ଅର୍ଥିପେଡିକ ରୋଗୀମାନଙ୍କ ପାଇଁ ସଂରକ୍ଷିତ ରଖାଗଲା।କିନ୍ତୁ ସେଠାରେ ଆଜି ଯାଏ ମୌଳିକ ସୁବିଧା ନ ରହିବ ଅତ୍ୟନ୍ତ ଦୁଃଖ ଦାୟକ।ପ୍ରତି ୱାର୍ଡ ରେ ଦୁଇ ଦୁଇଟି ଶୌଚାଳୟ ବା ଟଏଲେଟ ଅଛି।କିନ୍ତୁ କର୍ତ୍ତୃପକ୍ଷ ଦୁଇଟି ରୁ ଗୋଟିକୁ ତାଲା ପକାଇ ରଖିଛନ୍ତି।ସବୁଠାରୁ ବଡ଼କଥା ହେଲା ପୁରୁଷ ଓ ମହିଳା ଗୋଟିଏ ଟଏଲେଟ୍ କୁ ଯାଉଛନ୍ତି।କିଏ ଆଗ ଯିବା ସେଥି ପାଇଁ ଧାଡ଼ି ବାନ୍ଧି ଠିଆ ହେଉଛନ୍ତି।

ପୁରୁଷ ଓ ମହିଳା ଉଭୟ ଟଏଲେଟ୍ କୁ ଖୋଲିବା ପାଇଁ ସାଧାରଣରେ ଦାବି ହେଉଛି।ସେହିଭଳି ଡାକ୍ତରଖାନା
ର ଡ୍ରେସିଂ ରୁମ୍ ଟି ଏତେ ଛୋଟ ହେଇଚି ଯେ ଡ୍ରେସିଂ ପାଇଁ ରୋଗୀ ମାନେ ଧାଡ଼ି ଲଗାଇ ଠିଆ ହେଉଛନ୍ତି।ମେଡିକାଲ ରେ ବଡ଼ ପ୍ରକୋଷ୍ଠ ଥିଲେ ମଧ୍ୟ ଏଭଳି ଛୋଟିଆ ରୁମ୍ ରେ କାହିଁକି ଡ୍ରେସିଂ
କରାଯାଉଛି ତାହା ବୁଝା ପଡୁନାହିଁ। ହସ୍ପିଟାଲ ଭିତରେ ହ୍ୱିଲ ଚେୟାର
ଷ୍ଟ୍ରେଚର ପର୍ଯ୍ୟାପ୍ତ ନାହିଁ।ଫଳରେ ରୋଗୀ ଙ୍କ ସମ୍ପର୍କୀୟ ମାନେ ରୋଗୀଙ୍କୁ କାଖେଇ ଏ ୱାର୍ଡ ରୁ ସେ ୱାର୍ଡ ନେଉଛନ୍ତି।ମେଡିକାଲ କର୍ତ୍ତୃପକ୍ଷ ଏ ସବୁ ଦେଖୁଥିଲେ ମଧ୍ୟ ପ୍ରତିକାର ପାଇଁ ସେମାନଙ୍କ କୌଣସି ଇଚ୍ଛାଶକ୍ତି ନଥିବା ଦେଖିବାକୁ ମିଳୁଛି । ଏନେଇ ମେଡିକାଲ କଲେଜର ଓ ପିଏଚ୍

Leave a Reply

Your email address will not be published. Required fields are marked *