• Wed. Apr 15th, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଅଗ୍ନିକାଣ୍ଡରେ ଜଳି ଗଲା ୮ ଟି ଚାଳଛପର ଘର

Bymamatanews

Mar 7, 2026
Spread the love

ଅନୁଗୋଳ ସଦର ଥାନା ଅନ୍ତର୍ଗତ ସୁବର୍ଣ୍ଣପୁର ଗ୍ରାମରେ ଅଗ୍ନିକାଣ୍ଡ ପାଇଁ ଜଳି ଗଲା ଚାଳଛପର ଘର। ସୂଚନା ଯେ, ସୁବର୍ଣ୍ଣପୁର ଗ୍ରାମର କିଛି ଲୋକଙ୍କ ଚାଳ ଘର ଏବଂ ଗୁହାଳ ଘରେ କୌଣସି କାରଣରୁ ଅଗ୍ନିକାଣ୍ଡ ଘଟି ଥିଲା। ନିଆଁ ଲାଗିଥିବା ଦେଖି ଲୋକେ ଅନୁଗୋଳ ଦମକଳ ବାହିନୀ କୁ ଖବର ଦେଇଥିଲେ। ଖବର ପାଇଁ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁ କୁ ଆୟତ କରିଥିଲା। ଯାହା ଫଳରେ ଅଧିକ କ୍ଷୟକ୍ଷତି ରୁ ବର୍ତ୍ତୀ ଯାଇଥିଲା । ଏହି ଅଗ୍ନିକାଣ୍ଡରେ ପାଖାପାଖି ୮ ଗୋଟି ଚାଳ ଘର ଏବଂ ଗୁହାଳ ଘର ଜଳି ଯାଇଥିବା ବେଳେ ଗୋଟିଏ ବାଛୁରି ମରି ଯାଇଥିଲା । ଏହି ଅଗ୍ନିକାଣ୍ଡ ଟି ଗାଁ ପାଖ ପଡିଆରେ ଥିବା ଘାସ ନିଆଁ ରୁ ଏହି ଅଗ୍ନିକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଅଗ୍ନିସମ ବିଭାଗ ଜାଣିବାକୁ ପାଇଛି।

Leave a Reply

Your email address will not be published. Required fields are marked *